କନକ ବ୍ୟୁରୋ: ପ୍ରଥମ ସେମିଫାଇଲାନରେ ଭାରତର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଭାରତ ପକ୍ଷରୁ ଆଜି ଦୁଇ ଦୁଇଟି ଶତକ ଦେଖିବାକୁ ମିଳିଛି । ପ୍ରଥମେ ବିରାଟ କୋହଲି ଶତକ ହାସଲ କରିଥିବା ବେଳେ ଏବେ ଶ୍ରେୟାସ ଆୟର ୬୭ ବଲରୁ ବିସ୍ଫୋରକ ଶତକ ହାସଲ କରିଛନ୍ତି । ୮ ଛକା ୩ ଚୌକା ସହ ସେ ଏହି ଶତକ ପୂରଣ କରିଛନ୍ତି । ଏହାସହ ଭାରତ ଏବେ ଏକ ବଡ ସ୍କୋର ଅଭିମୁଖେ ରହିଛି ।
ଶ୍ରେୟାସ ଆୟରଙ୍କ ବିସ୍ଫୋରକ ଶତକ: ସେମିଫାଇନାଲରେ ଭାରତ ପାଇଁ ଦ୍ୱିତୀୟ ଶତକ ହାସଲ କଲେ ଆୟର
/kanak/media/post_attachments/wp-content/uploads/2023/11/F-IvksaEAANrkP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)