ଓଲିଉଡରେ କାଷ୍ଟିଂ କାଉଚ ନେଇ ଶର୍ମିଷ୍ଠାଙ୍କ ଅଭିଯୋଗ

Advertisment
ଓଲିଉଡରେ କାଷ୍ଟିଂ କାଉଚ ନେଇ ଶର୍ମିଷ୍ଠାଙ୍କ ଅଭିଯୋଗ

ଓଲିଉଡରେ କାଷ୍ଟିଂ କାଉଚ ନେଇ ଗୋଟିଏ ପରେ ଗୋଟିଏ ଅଭିଯୋଗ ବଢିବାରେ ଲାଗିଛି । ଓଲିଉଡର ଚିଟଫଣ୍ଡ ଲିଙ୍କ ସାମ୍ନାକୁ ଆସିବା ପରେ ଆଜି ଅଭିନେତ୍ରୀ ଶର୍ମିଷ୍ଠା ଥାନାରେ ଅଭିଯୋଗ କରିଛନ୍ତି । କେମିତି ତାଂକୁ କଂପ୍ରୋମାଇଜ୍ କରିବାକୁ କହୁଥିଲେ ନିର୍ଦେଶକ ଓ ପ୍ରଯୋଜକ । ପୂର୍ବରୁ ଏହା କେବଳ ଅଭିଯୋଗ ସ୍ତରରେ ସୀମିତ ଥିବା ବେଳେ ଏବେ ଥାନାରେ ପହଁଚିଛି ମାମଲା । ଚଣ୍ଡି ପରିଜା ଓ ବାପି ଜେନାଙ୍କ ସମେତ ୬ଜଣଙ୍କ ବିରୋଧରେ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଥାନାରେ ଅଭିଯୋଗ । ଏହି ପ୍ରସଙ୍ଗ ଉପରେ ଆହୁରି ଅଧିକ ଜାଣିବା ପାଇଁ ଆସନ୍ତୁ ଦେଖିବା ଶର୍ମିଷ୍ଠାଙ୍କ ସହ କନକ ନ୍ୟୁଜର ଏହି ସ୍ୱତନ୍ତ୍ର ସାକ୍ଷାତକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe