ବଲିଉଡ୍ ଆଗାମୀ ସିନେମା ‘ଥଗ ଅଫ ହିନ୍ଦୋସ୍ତାନ’ରେ ନଜର ଆସି ପାରନ୍ତି ଶ୍ରଦ୍ଧା କପୁର । କାରଣ ନିଜର ଆଗାମୀ ଏହି ସିନେମାଟି ପାଇଁ ଅମୀର ଏବେ ଷ୍ଟାରଖୋଜ ଆରମ୍ଭ କରିଦେଇଛନ୍ତି । ତେବେ ସୂଚନା ମୁତାବକ, ଅମୀର ଏଥିପାଇଁ ବାଗୀ ଗର୍ଲ ଶ୍ରଦ୍ଧା କପୁରଙ୍କୁ ସାଇନ କରେଇପାରନ୍ତି ।
ତେବେ ନିକଟରେ ଶ୍ରଦ୍ଧା ଦେଇଥିବା ସ୍କ୍ରିନ ଟେଷ୍ଟ ଦେଖି ଅମୀର ଖୁବ୍ ଆକର୍ଷିତ ହୋଇଛନ୍ତି । ଆଉ ଏଥିସହ ଶ୍ରଦ୍ଧାଙ୍କୁ ଗ୍ରୀନ ସିଗନାଲ ଦେଇଥିବା ଖବର ଶୁଣିବାକୁ ମିଳିଛି । ଜୁନ ମାସରୁ ‘ଥଗ ଅଫ ହିନ୍ଦୋସ୍ତାନ’ ସିନେମାର ସୁଟିଂ ଆରମ୍ଭ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Shraddha-Kapoor-Aamir-Khan.jpg)