ପ୍ରାଚୀ-ଶ୍ରଦ୍ଧାଙ୍କ ତୁତୁ ମେମେ

ପ୍ରାଚୀ-ଶ୍ରଦ୍ଧାଙ୍କ ତୁତୁ ମେମେ

ଫିଲ୍ମ ରକଅନ ଟୁ ସେଟରେ ମତାନ୍ତର । ଏହି ମତାନ୍ତର ହୋଇଛି ଫିଲ୍ମର ନାୟିକା ପ୍ରାଚୀ ଦେଶାଇ ଓ ଶ୍ରଦ୍ଧା କପୁରଙ୍କ ମଧ୍ୟରେ । ସିକ୍ୱେଲ ପାଇଁ ଏହି ଦୁଇ ନାୟିକାଙ୍କ ସୁଟିଂ କରାଯାଉଥିବା ସମୟରେ ଏମାନଙ୍କୁ ମଧ୍ୟରେ କୌଣସି କାରଣ ପାଇଁ ଝଗଡା ଆରମ୍ଭ ହୋଇଥିଲା । ପରେ ଫିଲ୍ମ ନିର୍ମାତା ପହଁଞ୍ଚି ସମସ୍ୟା ର ସମାଧାନ କରିଥିଲେ । ଅନ୍ୟପଟେ ଏକାଠି ସୁଟିଂ କରିବା ପାଇଁ ଆଦୌ ପ୍ରସ୍ତୁତ ନୁହଁନ୍ତି ପ୍ରାଚୀ ଓ ଶ୍ରଦ୍ଧା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe