ପାଟି ଖୋଲିଲ, ଉତ୍ତର ଦିଅ ! ନେତାଙ୍କୁ ପିସିସିର ନାଲିଆଖି, ସତର୍କବାଣୀ ସହ ଶୃଙ୍ଖଳା କମିଟିର ନୋଟିସ

Advertisment
ପାଟି ଖୋଲିଲ, ଉତ୍ତର ଦିଅ ! ନେତାଙ୍କୁ ପିସିସିର ନାଲିଆଖି, ସତର୍କବାଣୀ ସହ ଶୃଙ୍ଖଳା କମିଟିର ନୋଟିସ

କନକ ବ୍ୟୁରୋ : କଂଗ୍ରେସର କନ୍ଦଳ ନେଇଛି ନୂଆ ମୋଡ । ପଂଚାୟତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ମୁଖିଆଙ୍କ ବିରୋଧରେ ବିଶୋଦଗାର କରିଥିଲେ ନେତା । ଗଣମାଧ୍ୟମରେ  ତାରାପ୍ରସାଦ ବାହିନୀପତି, ପ୍ରଫୁଲ୍ଲ ମାଝୀ ଓ ଅନନ୍ତ ସେଠୀ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପରିବର୍ତନ ନେଇ ମତ ରଖିଥିଲେ । ଏହାକୁ ନେଇ ଖପ୍ପା ହୋଇଛି ପିସିସି ଏବଂ ସେମାନଙ୍କ ବିରୋଧରେ ଜାରି କରିଛି କାରଣଦର୍ଶାଅ  ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe