କନକ ବ୍ୟୁରୋ : କଂଗ୍ରେସର କନ୍ଦଳ ନେଇଛି ନୂଆ ମୋଡ । ପଂଚାୟତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ମୁଖିଆଙ୍କ ବିରୋଧରେ ବିଶୋଦଗାର କରିଥିଲେ ନେତା । ଗଣମାଧ୍ୟମରେ  ତାରାପ୍ରସାଦ ବାହିନୀପତି, ପ୍ରଫୁଲ୍ଲ ମାଝୀ ଓ ଅନନ୍ତ ସେଠୀ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପରିବର୍ତନ ନେଇ ମତ ରଖିଥିଲେ । ଏହାକୁ ନେଇ ଖପ୍ପା ହୋଇଛି ପିସିସି ଏବଂ ସେମାନଙ୍କ ବିରୋଧରେ ଜାରି କରିଛି କାରଣଦର୍ଶାଅ  ।

Advertisment

ଏହା ସହ ଦେଖନ୍ତୁ ଏହି ଭିଡିଓ -