କନକ ବ୍ୟୁରୋ : କଂଗ୍ରେସର କନ୍ଦଳ ନେଇଛି ନୂଆ ମୋଡ । ପଂଚାୟତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ମୁଖିଆଙ୍କ ବିରୋଧରେ ବିଶୋଦଗାର କରିଥିଲେ ନେତା । ଗଣମାଧ୍ୟମରେ ତାରାପ୍ରସାଦ ବାହିନୀପତି, ପ୍ରଫୁଲ୍ଲ ମାଝୀ ଓ ଅନନ୍ତ ସେଠୀ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପରିବର୍ତନ ନେଇ ମତ ରଖିଥିଲେ । ଏହାକୁ ନେଇ ଖପ୍ପା ହୋଇଛି ପିସିସି ଏବଂ ସେମାନଙ୍କ ବିରୋଧରେ ଜାରି କରିଛି କାରଣଦର୍ଶାଅ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/congress.jpg)