କନକ ବ୍ୟୁରୋ: ଆସନ୍ତା ସୋମବାରଠାରୁ ରାଜ୍ୟରେ ଦିନ ୨ରୁ ବନ୍ଦ ରହିବ ଦୋକାନ ବଜାର । ଏନେଇ ଆଜି ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ରାଜ୍ୟରେ କରୋନାର ସଂକ୍ରମଣ ବଢୁଥିବା ଦେଖି ବ୍ୟବସାୟୀ ମହାସଂଘ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଯାହାକି ଆସନ୍ତା ୧୫ ତାରିଖ ଯାଏଁ କାର୍ଯ୍ୟକାରୀ ହେବ । ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦିଆଯାଇଛି, ଆସନ୍ତାକାଲି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି ।
#ଦିନ_୨ରୁ_ବନ୍ଦ_ହେବ_ଦୋକାନ!
ସୋମବାରଠାରୁ ସାରା ରାଜ୍ୟରେ ଦୋକାନ ଦିନ ୨ଟାରୁ ବନ୍ଦ ରହିବ
ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଥିବା ସୂଚନା
ଆସନ୍ତାକାଲି ବିଧିବଦ୍ଧ ଘୋଷଣା କରିପାରେ ରାଜ୍ୟ ବ୍ୟବସାୟୀ ମହାସଂଘ
୧୫ ତାରିଖ ଯାଏଁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯିବ #Odisha#COVID19pic.twitter.com/kpupHeT90O— Kanak News (@kanak_news) April 30, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/lock.jpg)