କନକ ବ୍ୟୁରୋ: ଜୟପୁରରେ ବ୍ୟବସାୟୀଙ୍କ ପୁଅ ଉପରକୁ ଗୁଳିମାଡ । ଡେଙ୍ଗାତୋଟା ମଶାଣି ନିକଟରେ କାର ଉପରକୁ ଗୁଳିମାଡ ହୋଇଥିବା ଜଣାପଡିଛି । ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳିମାଡ କରି ଖସିଯାଇଛନ୍ତି । ଗୁଳିମାଡର ଶିକାର ହୋଇଛନ୍ତି ଜୟପୁରର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ ଆଦର୍ଶ ଅଗ୍ରୱାଲ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।
ବ୍ୟବସାୟୀଙ୍କ ପୁଅ ଉପରକୁ ଗୁଳିମାଡ। ୨ ରାଉଣ୍ଡ ଗୁଳିମାଡ କରି ଖସିଗଲେ ଦୁର୍ବୃତ୍ତ।
/kanak/media/post_attachments/wp-content/uploads/2023/03/vlcsnap-2023-03-04-16h02m42s806.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)