କନକ ବ୍ୟୁରୋ : ବରଗଡରେ ପହିଚିଂଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ । ବିଜେପିର ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଶିବରାଜ । ମୋଦି ସରକାରର ୩ବର୍ଷର ସଫଳତା ବଖାଣିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ସେପଟେ ଶିବରାଜଙ୍କ ଗସ୍ତକୁ ବିରୋଧ ଆଶଙ୍କାରେ କଂଗ୍ରେସର ୨୦ ଜଣ ଓ ଆପର ୨୦ କର୍ମୀଙ୍କୁ ଗିରଫ କରାଯାଇଛି । ଶିବରାଜଙ୍କ ଗସ୍ତକୁ ବିରୋଧ କରୁଥିବା ୩୦ ଚାଷୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ୍ । ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି ।
ବରଗଡରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ! ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମରେ ସାମିଲ୍
/kanak/media/post_attachments/wp-content/uploads/2017/06/vlcsnap-2017-06-17-14h52m00s576.png)