ରିଲିଜ ହୋଇଛି ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ଶିବାୟର ପ୍ରଥମ ଟିଜର ପୋଷ୍ଟର । ଏହି ପୋଷ୍ଟରରେ କିନ୍ତୁ ସ୍ଥାନ ପାଇନି ଫିଲ୍ମର ଟାଇଟେଲ । ବରଫ ଭିତରେ ଗୋଟେ ହାତକୁ ସ୍ଥାନ ଦିଆଯାଇଛି ଏହି ପୋଷ୍ଟରରେ । ଫିଲ୍ମର ଅଧିକାଂଶ ଭାଗର ସୁଟିଂ କରାଯାଇଛି ବୁଲଗେରିଆରେ । ତେବେ ଏହି ଫିଲ୍ମରେ ଅଭିନୟ ସହ ନିର୍ଦେଶନା ଦାୟିତ୍ୱ ତୁଳାଇଛନ୍ତି ନିଜେ ଅଜୟ । ଫିଲ୍ମରେ ଅଜୟଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି ବରିଷ୍ଠ ଅଭିନେତା ଦିଲୀପ କୁମାର ଓ ସାଇରାବାନୁଙ୍କ ନାତୁଣୀ ସାୟଶା ସହଗଲ । ଦିୱାଲି ମୌକାରେ ରିଲିଜ ହେବ ଶିବାୟ ।
ରିଲିଜ ହୋଇଛି ଶିବାୟର ପୋଷ୍ଟର
/kanak/media/post_attachments/wp-content/uploads/2016/05/463065-shivaay-poster-ajay-devgn.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)