ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ଶରତ। ପିସିସି ସଭାପତିଙ୍କ ପ୍ରଶ୍ନ, ରତ୍ନ ଭଣ୍ଡାର ଖୋଲିବାକୁ କାହିଁକି ଡରୁଛନ୍ତି ସରକାର?

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ଶରତ। ପିସିସି ସଭାପତିଙ୍କ ପ୍ରଶ୍ନ, ରତ୍ନ ଭଣ୍ଡାର ଖୋଲିବାକୁ କାହିଁକି ଡରୁଛନ୍ତି ସରକାର?

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲିବାକୁ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଯଦି ଗଜପତି ମହାରାଜ, ରତ୍ନଭଣ୍ଡାର ଖୋଲିବାକୁ ଚାହୁଁଛନ୍ତି? ଯଦି ଶଙ୍କରାଚାର୍ଯ୍ୟ ଓ ସେବାୟତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଚାହୁଁଛନ୍ତି । ତେବେ ସରକାର କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ।

ଚାବି ହଜିବା ବାହାନା କରି ଚୁପ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଉ ବିଭ୍ରାଟ ହେଉଥିବାରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe