ମୂଳାଷ୍ଟମୀରୁ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା: ମହାଷ୍ଟମୀ ଯାଏଁ ଚାଲିବ ଷୋଡଶ ଉପଚାର ବିଧି

Advertisment
ମୂଳାଷ୍ଟମୀରୁ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା: ମହାଷ୍ଟମୀ ଯାଏଁ ଚାଲିବ ଷୋଡଶ ଉପଚାର ବିଧି

କନକ ବ୍ୟୁରୋ: ଆଜିଠାରୁ ମା’ କଟକ ଚଣ୍ଡୀଙ୍କ ପୀଠ ସମେତ ପ୍ରତ୍ୟେକ ଶକ୍ତିପୀଠ ଗୁଡ଼ିକରେ ଆରମ୍ଭ ହେଉଛିି ଷୋଡ଼ଶ ଉପଚାର ପୂଜା ବିଧି । ଏହି ପୂଜା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ । ମା’ଙ୍କ ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । କଟକ ସହରର ମା’ କଟକ ଚଣ୍ଡୀ, ଗଡ଼ ଚଣ୍ଡୀ, ଚାଉଳିଆଗଂଜର ଜୟଦୂର୍ଗା, ମଙ୍ଗଳାବାଗର ବାସନ୍ତ ଦୂର୍ଗା ଓ ଝାଞ୍ଜିରୀ ମଙ୍ଗଳା ମା’ ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ପୀଠରେ ମା’ଙ୍କର ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe