ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଇଷ୍ଟର୍ଣ୍ଣ ମିଡିଆ ଅପେରାରେ ଅଭିନୟ ପାଇଁ ଆସିଛନ୍ତି ଶକ୍ତି କପୁର । ଏହି ଅବସରରେ ସେ କହିଛନ୍ତି. ଓଡିଶା ଭଗବାନଙ୍କ ମାଟି । ଏଠାକୁ ଆସି ସେ ଧନ୍ୟ ମନେ କରୁଛନ୍ତି । ଓଡିଶାର ଲୋକେ ବହୁତ ସ୍ନେହୀ । ତେବେ ଓଡିଆ ଯାତ୍ରାରେ ଅଭିନୟ ପାଇଁ ଭାଷା ପ୍ରତିବନ୍ଧକ ସାଜିବ ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଓଡିଶାରେ ଯାତ୍ରା ଦର୍ଶକଙ୍କ ସଂଖ୍ୟା ଅଧିକ ।
ଇଷ୍ଟର୍ଣ୍ଣ ମିଡିଆ ଆଖଡାରେ ସାମିଲ ହେବାକୁ ଭୁବନେଶ୍ୱରରେ ଶକ୍ତି କପୁର
/kanak/media/post_attachments/wp-content/uploads/2016/07/vlcsnap-2016-07-16-10h27m32s416.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)