ବଲିଉଡ ଜଗତରେ ପାଦ ରଖିଲେ ଅଭିନେତା ସାହିଦ କପୁରଙ୍କ ଭାଇ ଇଶାନ ଖଟର । ତେବେ ଇରାନୀ ସିନେମା ନିର୍ଦ୍ଦେଶକ ମାଜିଦଙ୍କ ପ୍ରଥମ ବଲିଉଡ ସିନେମା ‘ଦ କ୍ଲାଉଡ’ରେ ଇଶାନଙ୍କ ଅଭିନୟ ଦେଖିବାକୁ ମିଳିବ ।
ତେବେ ‘ବରଲିନ ଫିଲ୍ମ ଫେଷ୍ଟିଭାଲ’ରେ ସିନେମାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଅନ୍ୟପଟେ ଏହି ସିନେମାଟିରେ ନାୟିକା ଭୂମିକାରେ ଅଭିନେତ୍ରୀ ଦୀପିକା ପାଦୁକୋନ ରାଜି ହୋଇଥିବାବେଳେ କୌଣସି କାରଣ ପାଇଁ ସେ ମନା କରିଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/ishaan-khattar.jpg)