ନିର୍ଦେଶକ ବିକାଶ ବହଲଙ୍କ "ସୁପର ୩୦'ରେ ନଜର ଆସିବେ ସାହିଦ କପୁର

ନିର୍ଦେଶକ ବିକାଶ ବହଲଙ୍କ "ସୁପର ୩୦'ରେ ନଜର ଆସିବେ ସାହିଦ କପୁର

କୁଇନ ଫିଲ୍ମର ନିର୍ଦେଶକ ବିକାଶ ବହଲଙ୍କ ଫିଲ୍ମ "ସୁପର ୩୦' ରେ ନଜର ଆସିବେ ସାହିଦ କପୁର । ବହୁଦିନ ପୂର୍ବରୁ ବିକାଶ ବହଲ ଫିଲ୍ମର ନାଁ ଘୋଷଣା କରିଥିବା ବେଳେ ଅଧାରୁ ଫିଲ୍ମ କାମ ଅଟକିଥିଲା । ଏବେ ପୁଣି ଥରେ ଫିଲ୍ମ ଘୋଷଣା କରିବା ସହ ଆକ୍ଟରଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି ସେ । ଏହି ଫିଲ୍ମଟି ବିହାରର ଆନନ୍ଦ କୁମାରଙ୍କ ଜୀବନୀ ଉପରେ ପ୍ରସ୍ତୁତ ହେବାକୁ ଯାଉଛି । ଯିଏ ଗରିବ ପିଲାମାନଙ୍କୁ ଆଇଆଇଟି ପାଠ୍ୟକ୍ରମର ଟ୍ରେନିଙ୍ଗ ଦେଉଥିଲେ ଆଉ ସଫଳତା ମଧ୍ୟ ପାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe