କନକ ବ୍ୟୁରୋ: ବିଜେପିର ମହାଜନସମ୍ପର୍କ କାର୍ଯ୍ୟକ୍ରମ । ୧୭ରେ ଶାହ, ୨୨ରେ ଓଡିଶା ଆସିବେ ନଡ୍ଡା । ଜୁନ୧୭ ଜୁନରେ ଓଡିଶା ଆସୁଛନ୍ତି ଅମିତ ଶାହ । ୨୨ ତାରିଖରେ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ । ପ୍ରେସମିଟରେ ବିଜେପି ରାଜ୍ୟ ସଭାପତିଙ୍କ ସୂଚନା ।
୧୭ରେ ଶାହ, ୨୨ରେ ଓଡିଶା ଆସିବେ ନଡ୍ଡା। ବିଜେପିର ମହାଜନସମ୍ପର୍କ କାର୍ଯ୍ୟକ୍ରମରେ ହେବେ ସାମିଲ
/kanak/media/post_attachments/wp-content/uploads/2023/06/31.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)