କନକ ବ୍ୟୁରୋ: ବଡ଼ ପରଦାରେ ଶାହାରୁଖଙ୍କ ଫିଲ୍ମ ‘ଜୱାନ’ । ଫାଷ୍ଟ ଡେ’ରେ ଫାଷ୍ଟ ଶୋ’ ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼ । ସିନେମା ଆରମ୍ଭ ପୂର୍ବରୁ ହଲ ଆଗରେ ଡିଜେ ବଜାଇ ନାଚିଲେ ପ୍ରଶଂସକ । ସିନେମାରେ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ୍ ଖାନ୍ । ଆଡଭାନ୍ସ ବୁକିଂ ପାଇଁ ଅଧିକାଂଶ ହଲରେ ମିଳୁନି ଟିକେଟ । ଏପଟେ ମହାରାଜା ହଲ ବାହାରେ ସିନେମା ଦେଖିବାକୁ ଶାହାରୁଖ ପ୍ରଶଂସକ ଗହଳି ।
ରିଲିଜ ହେଲା ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ । ଫାଷ୍ଟ ଡେ’ରେ ଫାଷ୍ଟ ଶୋ’ ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼
/kanak/media/post_attachments/wp-content/uploads/2023/09/g-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)