ସିନେ ଦର୍ଶକଙ୍କ ପାଇଁ ଖୁସି ଖବର ! ଛୋଟ ପରଦାରେ ନଜର ଆସିବେ କିଙ୍ଗ୍ ଖାନ

ହଲିଉଡ଼୍ ସିନେମା କରିନାହାନ୍ତି କିଙ୍ଗ୍ ଖାନ୍ ? ଶାହାରୁଖ ନିଜେ କହିଲେ ଏହାର କାରଣ . .

Source: Google.com

ସିନେ ଦର୍ଶକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଛୋଟ ପରଦାରେ ନଜର ଆସିବେ କିଙ୍ଗ ଖାନ ଶାହାରୁଖ । ନିକଟରେ ଆସୁଥିବା ଏକ ରିୟଲିଟି ଶୋ’ରେ ଶାହାରୁଖ ଖାନ ଜଣେ ହୋଷ୍ଟର ଦାୟିତ୍ୱ ତୁଳାଇବେ । ତେବେ ଶୋ’ର ଟାଇଟେଲ ରହିଛି ‘ଟେଡ ଟକ୍ ଇଣ୍ଡିଆ’

ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ କ୍ଷେତ୍ରର ସେଲିବ୍ରେଟି ଶୋ’ରେ ନଜର ଆସିବେ । ତେବେ ପୂର୍ବରୁ ମଧ୍ୟ ସେ କୌନ ବନେଗା କରୋଡ ପତି, ଜୋର କା ଝଟକା,କ୍ୟା ଆପ ପାଂଚବି ପାସ ସେ ତେଜ ହୈ ପରି ରିୟଲିଟି ଶୋ’ରେ ହୋଷ୍ଟଭାବେ ନଜର ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe