ସିନେ ଦର୍ଶକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଛୋଟ ପରଦାରେ ନଜର ଆସିବେ କିଙ୍ଗ ଖାନ ଶାହାରୁଖ । ନିକଟରେ ଆସୁଥିବା ଏକ ରିୟଲିଟି ଶୋ’ରେ ଶାହାରୁଖ ଖାନ ଜଣେ ହୋଷ୍ଟର ଦାୟିତ୍ୱ ତୁଳାଇବେ । ତେବେ ଶୋ’ର ଟାଇଟେଲ ରହିଛି ‘ଟେଡ ଟକ୍ ଇଣ୍ଡିଆ’ ।
ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ କ୍ଷେତ୍ରର ସେଲିବ୍ରେଟି ଶୋ’ରେ ନଜର ଆସିବେ । ତେବେ ପୂର୍ବରୁ ମଧ୍ୟ ସେ କୌନ ବନେଗା କରୋଡ ପତି, ଜୋର କା ଝଟକା,କ୍ୟା ଆପ ପାଂଚବି ପାସ ସେ ତେଜ ହୈ ପରି ରିୟଲିଟି ଶୋ’ରେ ହୋଷ୍ଟଭାବେ ନଜର ଆସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/sahrukh.jpg)