ଜେଲରେ ସିସୋର ମୁଖ୍ୟଙ୍କୁ ଜେରା ! କମ୍ପାନୀ ଆକ୍ଟ ଉଲଂଘନ ନେଇ ଏସଏଫଆଇଓର ଖୋଳତାଡ

33

କନକ ବ୍ୟୁରୋ : ଝାରପଡା ଜେଲ ଭିତରେ ସିସୋର ଚିଟଫଣ୍ଡ ଠକେଇ ମାମଲାର ତନାଘନା । କମ୍ପାନୀ ଆକ୍ଟ ଉଲଂଘନ ଅଭିଯୋଗରେ ଏସଏଫଆଇଓର ଖୋଳତାଡ । ଝାରପଡା ଜେଲରେ ସିସୋର ମୁଖ୍ୟଙ୍କ ସମେତ ୩ ଜଣଙ୍କୁ ଜେରା କରିଛି ଏସଏଫଆଇଓର ଜେରା ।

ସିସୋର ମୁଖ୍ୟ ପ୍ରଶାନ୍ତ ଦାସ, ତାଙ୍କ ଭାଇ ଓ ଶୁଭଙ୍କର ନାୟକଙ୍କୁ ଜେରା କରୁଛନ୍ତି ସିରିଏସ ଫ୍ରଡ ଇନଭେଷ୍ଟିଗେସନ ଅଫିସର । କମ୍ପାନୀ ଆକ୍ଟ ଉଂଲଘନ ଅଭିଯୋଗରେ ଏସଏଫଆଇଓର ୪ ଜଣିଆ ଟିମ ପଚରାଉଚରା କରୁଥିବା ଜଣାପଡିଛି ।