ଆଇନ୍ ଅନୁଯାୟୀ ସେକ୍ସ ! ନିୟମ ନମାନିଲେ ବିଭିନ୍ନ ଦେଶରେ ମିଳେ ଭିନ୍ନ ଭିନ୍ନ ଦଣ୍ଡ

281

ଯଦି ଆପଣ ଭାବୁଥାନ୍ତି ‘ସେକ୍ସ’ ଶବ୍ଦଟି କେବଳ ଭାରତରେ ଏକ ଅନୁଚିତ ବା ବେଆଇନ୍ ଶବ୍ଦ , ତେବେ ଆପଣ ଭୁଲ୍ । ଏବେବି ଅନେକ ଦେଶ ଅଛି ଯେଉଁଠି ଆପଣ ଆପଣଙ୍କ ସାଥୀ ସହ ବନ୍ଦ ଘର ଭିତରେ କଣ କରନ୍ତି ସେଥିରେ ସମସ୍ତେ ମୁଣ୍ଡ ଖେଳାନ୍ତି । ଅନେକ ଦେଶ ଅଛି ଯେଉଁଠି ଏହି ଶବ୍ଦଟି ନାକେବଳ ଅବୈଧ ବରଂ ଏହାକୁ ନେଇ ଅନେକ ନିୟମ ମଧ୍ୟ ପ୍ରଣୟନ କରାଯାଇଛି । ଆଉ ଯଦି କେହି ଏହି ନିୟମକୁ ପାଳନ ନକରେ ତେବେ କଠୋର ଦଣ୍ଡ ବିଧାନ ମଧ୍ୟ ରହିଛି । ଏବେ ନଜର ପକାନ୍ତୁ ସେକ୍ସକୁ ନେଇ କେଉଁ ଦେଶରେ କି ନିୟମ ଏବଂ ଦଣ୍ଡ ରହିଛି ।

ହଙ୍ଗେରୀ : ତେବେ ଏଠାକାର ନିୟମ ଖୁବ୍ ଅଜବ । ଏଠାରେ କେହି ଲାଇଟ୍ ଅନ୍ କରି ସେକ୍ସ କରି ପାରିବେନି । ଯଦି କେହି ଏପରି କରିଥିବାର ଧରାପଡେ ତେବେ ଜେଲ୍ ସହ ଜରିମାନା ଦେବାକୁ ପଡିଥାଏ ।

ଲୋୱା : ଏଠାରେ ନିଶ ରଖିଥିବା ବ୍ୟକ୍ତି ନିଜ ସାଥୀଙ୍କୁ ସର୍ବ ସମ୍ମୁଖରେ ଚୁମ୍ବନ ଦେଇ ପାରିବେ ନାହିଁ । ଏହାକୁ ବେଆଇନ୍ ବୋଲି ଧରାଯାଏ ।

ସାଉଦୀ ଆରବିଆ : ଏଠାରେ ବିବାହ ପୂର୍ବରୁ ଶାରୀରିକ ସଂପର୍କକୁ ଅବୈଧ ଧରାଯାଏ । ଯଦି କେହି ଏପରି କରିଥିବାର ଜଣା ପଡେ ତେବେ ସେହି ଦଂପତିଙ୍କୁ ଜେଲ୍ ହୋଇଥାଏ ।

ହଙ୍ଗ୍ କଙ୍ଗ୍ : ଏଠାକାର ନିୟମ ଆଶ୍ଚର୍ଯ୍ୟଜନକ । ଧୋକା ଦେଉଥିବା ସ୍ୱାମୀଙ୍କୁ ଏଠାରେ ମହିଳାମାନେ ମର୍ଡର କରି ପାରିବେ । କିନ୍ତୁ କୌଣସି ଅସ୍ତ୍ରରେ ନୁହେଁ ଖାଲି ହାତରେ ମାରିବାକୁ ପଡିବ ।

ମେରୀଲ୍ୟାଣ୍ଡ୍ : ଏଠାରେ ନିଜ ସାଥୀଙ୍କୁ ଗୋଟିଏ ମିନିଟରୁ ଅଧିକ ସମୟ କିସ୍ କରି ପାରିବ ନାହିଁ । ଏହି ନିୟମକୁ ପାଳନ ନକଲେ ଦଣ୍ଡ ମିଳିଥାଏ ।

ୟୁଏସ୍ : ଓହିୟୋରେ ମହିଳା ମାନେ ପୁରୁଷଙ୍କ ଫଟୋ ସାମ୍ନାରେ ଛିଡା ହୋଇଥିଲେ ଶରୀରରୁ କପଡା ଖୋଲିପାରିବେନି । ଏହା ସହ ଲେବାନିସ୍ ଲ’ ଅନୁଯାୟୀ, ପୁରୁଷ ମାନେ ପଶୁ ମାନଙ୍କ ସେକ୍ସ କରିବା ବୈଧ , ହେଲେ ସର୍ତ୍ତ ରହିଛି ସେହି ପଶୁଟି ମାଈ ହୋଇଥିବା ଆବଶ୍ୟକ ।

ଏହା ସହ ଦେଖନ୍ତୁ ମହାଭାରତର ଅଭିଶପ୍ତ ଅଶ୍ୱଥାମା ଜୀବିତ! ଭାଇରାଲ୍ ହେଉଛି ଫଟୋ