କନକ ବ୍ୟୁରୋ: ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତିକରୁଛି ପାକିସ୍ତାନ । ଦେଶର ଦାରିଦ୍ର୍ୟତା କଥାକୁ ବି ସ୍ୱୀକାର କରିଛନ୍ତି ଖୋଦ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ । ହେଲେ ଏଭଳି କାଙ୍ଗାଳିଆ ପରିସ୍ଥିତି ଭିତରେ ବି ସେଠାକାର ଲୋକ ଓ ନେତାଙ୍କର ଚିନ୍ତାଧାରା ବଦଳିନି । ନିକଟରେ ଜଣେ ପାକ୍ ନେତା କହିଛନ୍ତି, ଅନେକ ଦେଶ ଆଗରେ ଆମ ନେତା ଅର୍ଥ ସହାୟତା ମାଗୁଛନ୍ତି । କେହି କେହି ଦେଉଛନ୍ତି, କେହି କେହି ସହାୟତା ଦେଉନାହାଁନ୍ତି । ଏଭଳି କାହା ଗୋଡ ତଳେ ପଡି ଭିକ ମାଗିବା ଅପେକ୍ଷା, ଗୋଟିଏ ହାତରେ କୁରାନ୍ ଓ ଗୋଟିଏ ହାତରେ ଆଟମ୍ ବମ୍ ଧରି ସହାୟତା ମାଗିବା ଉଚିତ୍ । ତହରିକ-ଏ-ଲବୈକ୍ ପାକିସ୍ତାନ ପାର୍ଟିର ନେତା ମୌଲାନା ରିଜବି ଏକ ଜନସଭାକୁ ସମ୍ବୋଧିତ କରି ଏପରି କହିଛନ୍ତି । ତାଙ୍କର ଏଭଳି ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ।
ପାକିସ୍ତାନରେ ଘୋର ଆର୍ଥିକ ସଙ୍କଟ। ବିବାଦୀୟ ବୟାନ ଦେଉଛନ୍ତି ରାଜନେତା।
/kanak/media/post_attachments/wp-content/uploads/2023/02/0tj0jhis_pakistan-market_625x300_01_February_23.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)