ବାଲେଶ୍ୱରରେ ସିରିଜ୍ ଲୁଟ୍ : ୩ଟି ମନ୍ଦିରରୁ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

Advertisment
ବାଲେଶ୍ୱରରେ ସିରିଜ୍ ଲୁଟ୍ : ୩ଟି ମନ୍ଦିରରୁ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ବାଲେଶ୍ୱରରେ ସିରିଜ୍ ଲୁଟ୍ । ୩ଟି ମନ୍ଦିରରୁ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ବାଳିଆପାଟି ଗାଁର ତିନିଟି ମନ୍ଦିରରୁ ଚୋରି ହୋଇଛି । ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ଶିବ ମନ୍ଦିରରେ ତାଲା ଭାଙ୍ଗି ଠାକୁରଙ୍କ ଦାନହୁଣ୍ଡି ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଛନ୍ତି । ଆଜି ଭୋରରୁ ଦର୍ଶନ ପାଇଁ ଯିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ସିଂଲା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe