ବରିଷ୍ଠ ଆଇପିଏସ୍ ପ୍ରବୀଣ ସୁଦ୍ ନେଲେ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ । ୨ ବର୍ଷ ପାଇଁ ରହିବ କାର୍ଯ୍ୟକାଳ ସମୟ

Advertisment
ବରିଷ୍ଠ ଆଇପିଏସ୍ ପ୍ରବୀଣ ସୁଦ୍ ନେଲେ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ । ୨ ବର୍ଷ ପାଇଁ ରହିବ କାର୍ଯ୍ୟକାଳ ସମୟ

କନକ ବ୍ୟୁରୋ: ୧୯୮୬ ବ୍ୟାଚର କର୍ଣ୍ଣାଟକ କ୍ୟାଡର ଆଇପିଏସ୍ ପ୍ରବୀଣ ସୁଦ୍ ସିବିଆଇର ନିର୍ଦ୍ଦେଶକ ଭାବେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସୁବୋଧ ଜୟସୱାଲଙ୍କ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

ସିବିଆଇର ଏକ ବୟାନରେ କୁହାଯାଇଛି ଯେ, ନିଜର ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରବୀଣ ସୁଦ୍ କର୍ଣ୍ଣାଟକ ବିଲୋରୀ ଓ ରାୟପୁରରେ ପୁଲିସ ଅଧିକ୍ଷକ ଓ ଅତିରିକ୍ତ ପୁଲିସ ଆୟୁକ୍ତ, ବେଙ୍ଗାଳୁରୁରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe