ନକଲି ଘିଅ ପରେ ନଷ୍ଟ ହେଲା ନକଲି ମସଲା : ଜଗତପୁରରେ ବସ୍ତା ବସ୍ତା ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡାକୁ ପଡିଆରେ ଫୋପାଡିଲା ପୁଲିସ

Advertisment
ନକଲି ଘିଅ ପରେ ନଷ୍ଟ ହେଲା ନକଲି ମସଲା : ଜଗତପୁରରେ ବସ୍ତା ବସ୍ତା ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡାକୁ ପଡିଆରେ ଫୋପାଡିଲା ପୁଲିସ

କନକ ବ୍ୟୁରୋ : ଦିନକ ତଳେ ନକଲି ସୁବାଷ ଘିଅକୁ ପୋତିଥିଲା ପୁଲିସ । ଆଉ ଆଜି ନକଲି ମସଲାକୁ ନଷ୍ଟ କରାଯାଉଛି ।  କିଛି ମାସ ମଧ୍ୟରେ କଟକରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ମସଲା ଜବତ କରାଯାଇଥିଲା । ଏହି ନକଲି ମସଲାକୁ ବଜାରକୁ ଛାଡିବାକୁ ବସିଥିଲେ ଅପମିଶ୍ରଣକାରୀ । ଏବେ ପୁଲିସ ଏହି ସବୁ ମସଲାକୁ ଏକ ପଡିଆରେ ନେଇ ନଷ୍ଟ  କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe