କନକ ବ୍ୟୁରୋ : ଦିନକ ତଳେ ନକଲି ସୁବାଷ ଘିଅକୁ ପୋତିଥିଲା ପୁଲିସ । ଆଉ ଆଜି ନକଲି ମସଲାକୁ ନଷ୍ଟ କରାଯାଉଛି ।  କିଛି ମାସ ମଧ୍ୟରେ କଟକରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ମସଲା ଜବତ କରାଯାଇଥିଲା । ଏହି ନକଲି ମସଲାକୁ ବଜାରକୁ ଛାଡିବାକୁ ବସିଥିଲେ ଅପମିଶ୍ରଣକାରୀ । ଏବେ ପୁଲିସ ଏହି ସବୁ ମସଲାକୁ ଏକ ପଡିଆରେ ନେଇ ନଷ୍ଟ  କରିଛି ।

Advertisment