କନକ ବ୍ୟୁରୋ: ଆଜି ପବିତ୍ର ମହରାଶିବରାତ୍ରୀ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପତି ହେଉଛି ଗଗନ ପବନ । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ, ଉପବାସ ରଖି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ । କିନ୍ତୁ ଅସ୍ତରଙ୍ଗ ମଧୁପୁର ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିର ଶୁନଶାନ୍ । ଏହି ମନ୍ଦିରରେ ଜାରି ହୋଇଛି ୧୪୪ ଧାରା । ଗାଁରେ ଗୋଷ୍ଠୀ ବିବାଦ ପାଇଁ ୧୪୪ ଧାରା ଜାରି କରାଯାଇଛି । ମନ୍ଦିର ସାମ୍ନାରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଆଜି ମହାଶିବରାତ୍ରିରେ ହେବାକୁ ଥିବା ଅଷ୍ଟପ୍ରହରୀ ନାମଯଜ୍ଞକୁ ବି ବନ୍ଦ କରିଛି ପ୍ରଶାସନ । ମନ୍ଦିରକୁ ଭକ୍ତ ଯାଇପାରୁନଥିବାରୁ ମନ୍ଦିର ଶୂନଶାନ୍ ରହିଛି ।
ଅସ୍ତରଙ୍ଗ ମଧୁପୁର ଆଖଣ୍ଡଳମଣି ମନ୍ଦିରରେ ୧୪୪ ଧାରା । ଗୋଷ୍ଠୀ ସଂଘର୍ଷକୁ ନେଇ ପୂଜା ବନ୍ଦ । ଏକ ପ୍ଲାଟୁନ ଫୋର୍ସ ମୁତୟନ ।
/kanak/media/post_attachments/wp-content/uploads/2024/03/16-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)