ହେଲ୍ଥ ଟିପ୍ସ : ତ୍ୱଚାକୁ ସୁସ୍ଥ ଓ ଚମକଦାର କରିବା ପାଇଁ କ'ଣ ଖାଇବେ ?

Advertisment
ହେଲ୍ଥ ଟିପ୍ସ : ତ୍ୱଚାକୁ ସୁସ୍ଥ ଓ ଚମକଦାର କରିବା ପାଇଁ କ'ଣ ଖାଇବେ ?

କନକ ବ୍ୟୁରୋ : ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ଅନେକ ସମସ୍ୟା ଦେଖାଦିଏ । ସେଥିମଧ୍ୟରୁ ତ୍ୱଚା ଜନିତ ସମସ୍ୟା ଦେଖିଦିଏ । ତେବେ ତ୍ୱଚାକୁ ସୁସ୍ଥ ଓ ଚମକଦାର କରିବା ପାଇଁ କ'ଣ ଖାଇବେ ?

ହରମୋନାଲ ବାଲାନ୍ସ ନଥିଲେ ତ୍ୱଚାରେ ଦାଗ ଦେଖାଦିଏ
ସୁଷମ ଖାଦ୍ୟ ଖାଇବା ସହିତ ସତେଜ ଫଳ ଖାଇବା ଆବଶ୍ୟକ
ପ୍ରଚୁର ପାଣି ପିଇବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ
ଫାଷ୍ଟ ଫୁଡକୁ ଖାଇବା ମେନରୁ ସାମିଲ କରନ୍ତୁ ନାହିଁ
ଅତ୍ୟଧିକ ଲୁଣ ଯୁକ୍ତ ଖାଦ୍ୟ ଏବଂ ଚିନି ଥିବା ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ
ଭିଟାମିନ୍ ଇ, ସି ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ
ବ୍ୟାୟମ କରି ଝାଳ ବାହାରିବା ଦ୍ୱାରା ତ୍ୱଚାରେ ଚମକ ଆସିବ
ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ
ନିଜକୁ ଅବସାଦରୁ ଦୂରେଇ ରଖିବା ଆବଶ୍ୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe