କନକ ବ୍ୟୁରୋ : ବିରୋଧ, ସମାଲୋଚନା ଓ ପ୍ରତିବାଦ ଭିତରେ ଫାଇଭ୍-ଟି ସଚିବ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ ଜାରି ରଖିଛନ୍ତି । ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ସୋରଡ଼ାର ସାଗର ବନ୍ଧ ପଡ଼ିଆରେ ଜନସଭାକୁ ସମ୍ବୋଧନ କରିଛନ୍ତି ଫାଇଭ୍-ଟି ସଚିବ । କଡ଼ା ସୁରକ୍ଷାର ପୋଲିସ୍ ତାଙ୍କୁ ସଭାସ୍ଥଳୀକୁ ନେଇଥିଲା ।

Advertisment

ନିଜ ଭାଷଣରେ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ଭି.କେ ପାଣ୍ଡିଆନ । ସୋରଡ଼ା ନିର୍ବାଚନମଣ୍ଡଳୀର ସମସ୍ତ କଲେଜର ରୂପାନ୍ତରୀକରଣ ପାଇଁ ଫାଇଭ୍-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।