ସିସୋର ଚିଟଫଣ୍ଡ ଲିଙ୍କ ମାମଲା : ସିବିଆଇରେ ହାଜର ହେଲେ ବାଲେଶ୍ୱର ବିଜେଡି ସାଂସଦ ରବୀନ୍ଦ୍ର ଜେନା

ସିସୋର ଚିଟଫଣ୍ଡ୍ ଲିଙ୍କ୍ ମାମଲା: ସାଂସଦ ରବୀନ୍ଦ୍ର ଜେନାଙ୍କୁ ୬ ଘଂଟାର ମାରାଥନ୍ ଜେରା କଲା ସିବିଆଇ

କନକ ବ୍ୟୁରୋ : ସିବିଆଇରେ ହାଜର ହେଲେ ବାଲେଶ୍ୱର ବିଜେଡି ସାଂସଦ । ସିସୋର ଚିଟଫଣ୍ଡ ଲିଙ୍କ ମାମଲାରେ ବାଲେଶ୍ୱର ବିଜେଡି ସାଂସଦ ରବୀନ୍ଦ୍ର ଜେନା ଆଜି ସିବିଆଇରେ ହାଜର ହୋଇଛନ୍ତି । ସିସୋର ଚିଟଫଣ୍ଡ ଲିଙ୍କ ମାମଲାରେ ପଚାରଉଚରା ପାଇଁ ପୂର୍ବରୁ ରବୀନ୍ଦ୍ରଙ୍କୁ ହାଜର ହେବା ପାଇଁ ପୂର୍ବରୁ ୨ଥର ନୋଟିସ କରାଯାଇଥିଲା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe