କନକ ବ୍ୟୁରୋ : ସିବିଆଇରେ ହାଜର ହେଲେ ବାଲେଶ୍ୱର ବିଜେଡି ସାଂସଦ । ସିସୋର ଚିଟଫଣ୍ଡ ଲିଙ୍କ ମାମଲାରେ ବାଲେଶ୍ୱର ବିଜେଡି ସାଂସଦ ରବୀନ୍ଦ୍ର ଜେନା ଆଜି ସିବିଆଇରେ ହାଜର ହୋଇଛନ୍ତି । ସିସୋର ଚିଟଫଣ୍ଡ ଲିଙ୍କ ମାମଲାରେ ପଚାରଉଚରା ପାଇଁ ପୂର୍ବରୁ ରବୀନ୍ଦ୍ରଙ୍କୁ ହାଜର ହେବା ପାଇଁ ପୂର୍ବରୁ ୨ଥର ନୋଟିସ କରାଯାଇଥିଲା ।
ସିସୋର ଚିଟଫଣ୍ଡ ଲିଙ୍କ ମାମଲା : ସିବିଆଇରେ ହାଜର ହେଲେ ବାଲେଶ୍ୱର ବିଜେଡି ସାଂସଦ ରବୀନ୍ଦ୍ର ଜେନା
/kanak/media/post_attachments/wp-content/uploads/2016/12/vlcsnap-2016-12-10-13h34m43s137.png)