କନକ ବ୍ୟୁରୋ: ସଂଘାଇ ସହଯୋଗ ସଂଗଠନ (ଏସସିଓ)ର ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଜାରିରହିଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ବୈଠକକୁ ସମ୍ବୋଧିତ କରି ସେ ବିଭିନ୍ନ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସ୍ୱାଗତ କରିଛନ୍ତି । ସେହିଭଳି ଏସସିଏ ଦେଶ ସାମ୍ନା କରୁଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ନେଇ ଚର୍ଚ୍ଚା କରିବା ପାଇଁ ଏହା ପ୍ରକୃଷ୍ଟ ମଞ୍ଚ ବୋଲି କହିଥିଲେ । ଭାରତ ୨୦୨୩ରେ ଅନୁଷ୍ଠିତ ଏସସିଓ ସମ୍ମିଳନୀର ଅଧ୍ୟକ୍ଷତା କରୁଛି ।
We should unitedly fight terrorism. If SCO has to emerge stronger, we have to fight together. Terror groups are using new methods like social media and crowdfunding: Defence Minister Rajnath Singh at SCO Defence Ministers' meeting in Delhi pic.twitter.com/2BQAxMDky5
— ANI (@ANI) April 28, 2023
ବୈଠକରେ ଚୀନ, କାଜାକିସ୍ତାନ, କିର୍ଗିସ୍ତାନ, ଋଷ, ତାଜାକିସ୍ତାନ, ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଭାଗ ନେଇଛନ୍ତି । ସେହିଭଳି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ଭିଡିଓ କନଫରେନସିଂରେ ସାମିଲ ହୋଇଛନ୍ତି । ସେହିଭଳି ଇରାନ ଏବଂ ବେଲାରୁସ ମଧ୍ୟ ଏହି ବୈଠକରେ ଆମନ୍ତ୍ରିତ ହୋଇ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/Fux2URBagAERRtq.jpg)