ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଚାଲିଥିଲା ସ୍କୁଲ । ପଢା ଚାଲିଥିଲା, ପରୀକ୍ଷା ବି ହେଉଥିଲା... ନିୟମ ଭାଙ୍ଗିଥିବାରୁ ସିଲ୍ କଲା ବିଏମସି ।

Advertisment
ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଚାଲିଥିଲା ସ୍କୁଲ । ପଢା ଚାଲିଥିଲା, ପରୀକ୍ଷା ବି ହେଉଥିଲା... ନିୟମ ଭାଙ୍ଗିଥିବାରୁ  ସିଲ୍ କଲା ବିଏମସି ।

କନକ ବ୍ୟୁରୋ: ମାନିଲେନି କୋଭିଡ୍ ନିୟମ, ସିଲ ହେଲା ସ୍କୁଲ । ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସ୍କୁଲ ସିଲ ହୋଇଛି । ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଥିବା ସାଇ ସରସ୍ୱତୀ ବିଦ୍ୟା ମନ୍ଦିରକୁ ସିଲ କଲା ବିଏମସି । କରୋନା ପାଇଁ ସ୍କୁଲ ଖୋଲିବାକୁ କଟକଣା ଲାଗିଥିଲେ ବି ନିୟମ ନମାନିଥିବାରୁ ନିଆଗଲା କାର୍ଯ୍ୟାନୁଷ୍ଠାନ ।

ତେବେ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ୱେ ଖୋଲାଯାଇଥିଲା ସ୍କୁଲ । ପିଲାମାନେ ପଢିବା ସହ ପରୀକ୍ଷା ମଧ୍ୟ ହେଉଥିଲା । ତେବେ ଖବର ପାଇ ବିଏମସିର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରି ସ୍କୁଲ ସିଲ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe