କନକ ବ୍ୟୁରୋ: ମାନିଲେନି କୋଭିଡ୍ ନିୟମ, ସିଲ ହେଲା ସ୍କୁଲ । ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସ୍କୁଲ ସିଲ ହୋଇଛି । ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଥିବା ସାଇ ସରସ୍ୱତୀ ବିଦ୍ୟା ମନ୍ଦିରକୁ ସିଲ କଲା ବିଏମସି । କରୋନା ପାଇଁ ସ୍କୁଲ ଖୋଲିବାକୁ କଟକଣା ଲାଗିଥିଲେ ବି ନିୟମ ନମାନିଥିବାରୁ ନିଆଗଲା କାର୍ଯ୍ୟାନୁଷ୍ଠାନ ।
ତେବେ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ୱେ ଖୋଲାଯାଇଥିଲା ସ୍କୁଲ । ପିଲାମାନେ ପଢିବା ସହ ପରୀକ୍ଷା ମଧ୍ୟ ହେଉଥିଲା । ତେବେ ଖବର ପାଇ ବିଏମସିର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରି ସ୍କୁଲ ସିଲ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/27.jpg)