କନକ ବ୍ୟୁରୋ : କଟକ ବଡ ମେଡିକାଳ ବା ଏସସିବିରେ ଲାଗିରହିଥିବା ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ବିବାଦ ତୁଟିଛି । ଏହାପରେ ଆସନ୍ତାକାଲି ଠାରୁ ରୋଗୀ ସେବା ସ୍ୱାଭାବିକ ହେବ ବୋଲି କୁହାଯାଇଛି । ବିବାଦ ଆଗକୁ ବଢିବା ଆଗରୁ ଆଜି ଏସସିବି କର୍ତ୍ତର୍ୃପକ୍ଷ ଓ ସିଏମସି କମିସନରଙ୍କ ମଧ୍ୟରେ ଆଲୋଚନା କରାଯାଇ ବିବାଦର ପୂର୍ଣ୍ଣଛେଦ ପକାଯାଇଛି । ଏହି ଆଲୋଚନାରେ ନର୍ସିଂ ସଂଘ ଓ ହାଉସ ସର୍ଜନ ସଂଘ ମଧ୍ୟ ସାମିଲ ଥିଲେ ।
ଆସନ୍ତାକାଲି ଠାରୁ ଏସସିବିରେ ରୋଗୀ ସେବା ହେବ ସ୍ୱାଭାବିକ । ବୈଠକ ପରେ ତୁଟିଲା ବିବାଦ
/kanak/media/post_attachments/wp-content/uploads/2024/07/Capture-43.jpg)