କନକ ବ୍ୟୁରୋ : କଟକ ଏସସିବିରେ ଶିଶୁ ଚୋରି ଘଟଣା । ଅପହୃତ ଶିଶୁଙ୍କର ଡିଏନଏ ଟେଷ୍ଟ ନେଇ କୋର୍ଟ ଅନୁମତି ଦେଇଛନ୍ତି । କଟକ ଏସଡିଜେଏମ କୋର୍ଟ ଡିଏନଏ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି । ଅପହୃତ ଶିଶୁ ମିଳିବା ପରେ ଡିଏନଏ ଟେଷ୍ଟ ପାଇଁ କମିସନରେଟ ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା ।
କଟକ ଏସସିବିରେ ଶିଶୁ ଚୋରି ଘଟଣା ! ଅପହୃତ ଶିଶୁଙ୍କର ଡିଏନଏ ଟେଷ୍ଟ ନେଇ ମିଳିଲା ଅନୁମତି
/kanak/media/post_attachments/wp-content/uploads/2017/03/Capture-4.jpg)