ଡେବିଟ କାର୍ଡ ନଥିଲେ ବି ଏଟିଏମରୁ ଉଠାଇ ହେବ ଟଙ୍କା : ଏସବିଆଇ ଆରମ୍ଭ କଲା ୟୋନୋ କ୍ୟାସ୍ ସର୍ଭିସ, ବିନା ଡେବିଟ କାର୍ଡରେ କିପରି ଏଟିଏମରୁ ଟଙ୍କା ଉଠାଇପାରିବେ ଦେଖନ୍ତୁ ଭିଡିଓ

ଡେବିଟ କାର୍ଡ ନଥିଲେ ବି ଏଟିଏମରୁ ଉଠାଇ ହେବ ଟଙ୍କା : ଏସବିଆଇ ଆରମ୍ଭ କଲା ୟୋନୋ କ୍ୟାସ୍ ସର୍ଭିସ, ବିନା ଡେବିଟ କାର୍ଡରେ କିପରି ଏଟିଏମରୁ ଟଙ୍କା ଉଠାଇପାରିବେ ଦେଖନ୍ତୁ ଭିଡିଓ

source : Business Today

ଡେବିଟ କାର୍ଡ ନଥିଲେ ବି ଏଣିକି ଏଟିଏମରୁ ଉଠାଇ ହେବ ଟଙ୍କା । ଏସବିଆଇ ଆରମ୍ଭ କରିଛି ୟୋନୋ କ୍ୟାସ୍ ସର୍ଭିସ । ଯାହାଦ୍ୱାରା ବିନା ଡେବିଟ କାର୍ଡରେ ବି ଟଙ୍କା ଉଠାଇ ପାରିବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ । ଏସବିଆଇ ୟୋନୋ ଆପ୍ ଜରିଆରେ ଏହି ସେବା ମିଳିପାରିବ । ୟୋନୋ କ୍ୟାସ ନାମରେ ଏହି ସର୍ଭିସ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ସମଗ୍ର ଦେଶରେ ଷ୍ଟେଟ ବ୍ୟାଙ୍କର ପ୍ରାୟ ୧୬ହଜାର ୫ଶହ ଏଟିଏମରେ ଏହି ସେବା ଆରମ୍ଭ କରାଯାଇଛି ।

publive-image

ଏବେ ଆସନ୍ତୁ ନଜର ପକାଇବା ବିନା ଡେବିଟ କାର୍ଡରେ ଆପଣ କିପରି ଏଟିଏମରୁ ଟଙ୍କା ଉଠାଇ ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe