ଡେବିଟ କାର୍ଡ ନଥିଲେ ବି ଏଣିକି ଏଟିଏମରୁ ଉଠାଇ ହେବ ଟଙ୍କା । ଏସବିଆଇ ଆରମ୍ଭ କରିଛି ୟୋନୋ କ୍ୟାସ୍ ସର୍ଭିସ । ଯାହାଦ୍ୱାରା ବିନା ଡେବିଟ କାର୍ଡରେ ବି ଟଙ୍କା ଉଠାଇ ପାରିବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ । ଏସବିଆଇ ୟୋନୋ ଆପ୍ ଜରିଆରେ ଏହି ସେବା ମିଳିପାରିବ । ୟୋନୋ କ୍ୟାସ ନାମରେ ଏହି ସର୍ଭିସ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ସମଗ୍ର ଦେଶରେ ଷ୍ଟେଟ ବ୍ୟାଙ୍କର ପ୍ରାୟ ୧୬ହଜାର ୫ଶହ ଏଟିଏମରେ ଏହି ସେବା ଆରମ୍ଭ କରାଯାଇଛି ।
ଏବେ ଆସନ୍ତୁ ନଜର ପକାଇବା ବିନା ଡେବିଟ କାର୍ଡରେ ଆପଣ କିପରି ଏଟିଏମରୁ ଟଙ୍କା ଉଠାଇ ପାରିବେ ।
ଡେବିଟ କାର୍ଡ ନଥିଲେ ବି ଏଟିଏମରୁ ଉଠାଇ ହେବ ଟଙ୍କା ! ଏସବିଆଇ ଆରମ୍ଭ କଲା ୟୋନୋ କ୍ୟାସ୍ ସାର୍ଭିସ #SBIYONOApppic.twitter.com/bffsY95Uo2
— Kanak News (@kanak_news) March 16, 2019
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/sbi_660_031519070439.jpg)
/kanak/media/post_attachments/wp-content/uploads/2019/03/yono-24-1511505034-300x225.jpg)