କନକ ବ୍ୟୁରୋ : ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲା । ସିବିଆଇରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଶାଳକ ହାଜର । ସଂଜୟ ଦାସବର୍ମାଙ୍କ ଶାଳକ ସତ୍ୟପ୍ରିୟ ଜୟସିଂ । ସତ୍ୟପ୍ରିୟ ଜୟସିଂଙ୍କ ସହଯୋଗୀ ବି ସିବିଆଇରେ ହାଜର । ଖବର କାଗଜ ସଂପର୍କିତ ନେଇ ଜେରା କରାଯାଉଛି।
ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲା : ସିବିଆଇରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଶାଳକ ହାଜର
/kanak/media/post_attachments/wp-content/uploads/2016/08/vlcsnap-2016-08-11-11h37m12s191.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)