ବାବୁସାନଙ୍କ ଘରେ ପହଞ୍ଚିଲେ ତୃପ୍ତିଙ୍କ ବାପା। ମିଳାମିଶା ପାଇଁ ଆଉପାଦେ ଆଗେଇଲା କଥା।

301

କନକ ବ୍ୟୁରୋ: ବାବୁସାନଙ୍କ ଘରେ ପହଞ୍ଚିଲେ ତୃପ୍ତିଙ୍କ ବାପା । ବାବୁସାନ-ତୃପ୍ତିଙ୍କ ମିଳାମିଶା ପାଇଁ ଆଉପାଦେ ଆଗେଇଲା କଥା । ତୃପ୍ତିଙ୍କ ବାପା ଲଳିତ ଶତପଥୀ ବାବୁସାନଙ୍କ ଘରେ ପହଞ୍ଚିଛନ୍ତି । ରବିମିଶ୍ରଙ୍କ ସହ ସେ ବାବୁଙ୍କ ଘରେ ପହଞ୍ଚିଛନ୍ତି ।