ଓଡିଆ ଫିଲ୍ମ “ସାତ ଜନମର ସାଥୀ ’’ ରିଲିଜ୍ ହୋଇଛି । ସମ୍ପୂର୍ଣ୍ଣ ଓଡିଆ ପାରିବାରିକ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦୁଷ୍ମନ୍ତ ଓ ରୁପାଲିଙ୍କୁ ଦେଖିବାକୁ ମିଳିଛି । କାହାଣୀ, ସଙ୍ଗୀତ, ଓ ସଂଳାପ ଦୃଷ୍ଟିରୁ ଫିଲ୍ମଟି ବେଶ୍ ଭଲ ହୋଇଥବା ପ୍ରଯୋଜନା ସଂସ୍ଥା କହିଛି । ଦର୍ଶକଙ୍କ ମନକୁ ଏହି ଫିଲ୍ମଟି ଛୁଇଁବ ବୋଲି ଆଶା କରାଯାଉଛି । ବହୁଦିନ ପରେ ଅଭିନେତା ଦୁଷ୍ମନ୍ତ ପରଦାକୁ ଫେରିଛନ୍ତି । ପୁଷ୍ପିତା ଶୁକ୍ଳାଙ୍କ ଦ୍ୱାରା ନିର୍ଦେଶିତ ଏହି ସିନେମାରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଚନ୍ଦନ ଓ ପ୍ରଶାନ୍ତ ।
ପରଦାକୁ ଆସିଲା ଦୁଷ୍ମନ୍ତ ଓ ରୁପାଲିଙ୍କ ଅଭିନିତ ଓଡିଆ ଫିଲ୍ମ “ସାତ ଜନମର ସାଥୀ ’’
/kanak/media/post_attachments/wp-content/uploads/2016/08/Screen-shot-2016-08-27-at-3.42.22-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)