ଖଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ଶଶୀ ଥରୁର, ସେୟାର କଲେ ସାକ୍ଷାତର ଫଟୋ।

ଖଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ଶଶୀ ଥରୁର, ସେୟାର କଲେ ସାକ୍ଷାତର ଫଟୋ।

କନକ ବ୍ୟୁରୋ: କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛା ମିଳୁଛି । ସେପଟେ ପରାଜିତ ହୋଇଥିବା ପ୍ରାର୍ଥୀ ଶଶୀ ଥରୁର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ସାକ୍ଷାତର ଫଟୋ ସେୟାର କରିଛନ୍ତି । ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ନିର୍ବାଚିତ ଅଧ୍ୟକ୍ଷ ପାଇଛି ।

ଶଶୀ ଟ୍ୱିଟରେ ଲେଖିଛନ୍ତି କଂଗ୍ରେସକୁ ମଜବୁତ କରିବା ପାଇଁ ଯଥା ସମ୍ଭବ ସହଯୋଗ କରିବି । ଖଡଗେଙ୍କୁ ନିର୍ବାଚନରେ ୭୮୯୭ ଭୋଟ ମିଳିଥିବା ବେଳେ ଥରୁରଙ୍କୁ  ୧୦୭୨ ଭୋଟ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe