କନକ ବ୍ୟୁରୋ: କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛା ମିଳୁଛି । ସେପଟେ ପରାଜିତ ହୋଇଥିବା ପ୍ରାର୍ଥୀ ଶଶୀ ଥରୁର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ସାକ୍ଷାତର ଫଟୋ ସେୟାର କରିଛନ୍ତି । ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ନିର୍ବାଚିତ ଅଧ୍ୟକ୍ଷ ପାଇଛି ।
Called on our new President-elect Mallikarjun @kharge to congratulate him & offer him my full co-operation. @incIndia has been strengthened by our contest. pic.twitter.com/fwfk41T93q
— Shashi Tharoor (@ShashiTharoor) October 19, 2022
ଶଶୀ ଟ୍ୱିଟରେ ଲେଖିଛନ୍ତି କଂଗ୍ରେସକୁ ମଜବୁତ କରିବା ପାଇଁ ଯଥା ସମ୍ଭବ ସହଯୋଗ କରିବି । ଖଡଗେଙ୍କୁ ନିର୍ବାଚନରେ ୭୮୯୭ ଭୋଟ ମିଳିଥିବା ବେଳେ ଥରୁରଙ୍କୁ ୧୦୭୨ ଭୋଟ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Collage-Maker-19-Oct-2022-02.50-PM.jpg)