କନକ ବ୍ୟୁରୋ: ରାଜଧାନୀରେ ସରପଞ୍ଚଙ୍କ ଗର୍ଜନ । ସରପଞ୍ଚ ମହାସଂଘର ବିକ୍ଷୋଭ ପ୍ରଦର୍ଶନ । ବିଭିନ୍ନ ଦାବି ନେଇ ଏକାଠି ହୋଇଛନ୍ତି ସରପଞ୍ଚ । ନବୀନ ନିବାସ ଅଭିମୁଖେ ଯିବା ସମୟରେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ପୋଲିସ ଓ ସରପଂଚଙ୍କ ଭିତରେ ଧସ୍ତାଧସ୍ତି । ବେଶ୍ କିଛି ଧରି ପୋଲିସ ଓ ସରପଞ୍ଚଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା ।