କନକ ବ୍ୟୁରୋ: ବଜ ଖବର । ଢେଙ୍କାନାଳରେ ପ୍ରାକ ନିର୍ବାଚନୀ ହିଂସା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆସିଲା ହିଂସାକାଣ୍ଡର ଖବର । ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ଢେଙ୍କାନାଳ ଓଡପଡା ବଦାଳୁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ।
ଭୁଜାଲୀରେ ହାଣିଦେଲେ ୪ ମୁଖାଧାରୀ ଦୁର୍ବୃତ୍ତ । ୨ଟି ବାଇକରେ ଆସି ହାଣି ପଳାଇଲେ ଦୁର୍ବୃତ୍ତ । ଗୁରୁତର ପ୍ରାର୍ଥୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ କାହିଁକି ଏମିତି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/19-14.jpg)