ରିଲିଜ୍ ହେଲା ଫିଲ୍ମ ‘ସର୍କାର ଥ୍ରୀ’ର ଟ୍ରେଲର : ଏଥିରେ ଆଙ୍ଗ୍ରି ଲୁକରେ ନଜର ଆସିବେ ବିଗ୍ ବି

Advertisment
ରିଲିଜ୍ ହେଲା ଫିଲ୍ମ ‘ସର୍କାର ଥ୍ରୀ’ର ଟ୍ରେଲର  : ଏଥିରେ ଆଙ୍ଗ୍ରି ଲୁକରେ ନଜର ଆସିବେ ବିଗ୍ ବି

source-https://i2.wp.com

କନକ ବ୍ୟୁରୋ : ରିଲିଜ୍ ହେଲା ଫିଲ୍ମ ‘ସର୍କାର ଥ୍ରୀ’ର ଟ୍ରେଲର । ପ୍ରଥମେ ଇରୋସ ଏବଂ ପରେ ୟୁଟ୍ୟୁବକୁ ଆସିଛି ଫିଲ୍ମର ବହୁ ପ୍ରତୀକ୍ଷିତ ଟ୍ରେଲର । ସରକାର ସିରିଜର ଏହା ତୃତୀୟ ଫିଲ୍ମ । ସବୁଥର ପରି ଏଥିରେ ମଧ୍ୟ ବିଗ ବି ଅମିତାଭଙ୍କ ଦମଦାର ଡାଏଲଗ ରହିଛି । ଆଂଗ୍ରି ଲୁକରେ ନଜର ଆସିଛନ୍ତି ବିଗ୍ ବି । ଆସନ୍ତା ଏପ୍ରିଲ ୭ରେ ରିଲିଜ୍ ହେବ ଫିଲ୍ମ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe