କନକ ବ୍ୟୁରୋ : ରିଲିଜ୍ ହେଲା ଫିଲ୍ମ ‘ସର୍କାର ଥ୍ରୀ’ର ଟ୍ରେଲର । ପ୍ରଥମେ ଇରୋସ ଏବଂ ପରେ ୟୁଟ୍ୟୁବକୁ ଆସିଛି ଫିଲ୍ମର ବହୁ ପ୍ରତୀକ୍ଷିତ ଟ୍ରେଲର । ସରକାର ସିରିଜର ଏହା ତୃତୀୟ ଫିଲ୍ମ । ସବୁଥର ପରି ଏଥିରେ ମଧ୍ୟ ବିଗ ବି ଅମିତାଭଙ୍କ ଦମଦାର ଡାଏଲଗ ରହିଛି । ଆଂଗ୍ରି ଲୁକରେ ନଜର ଆସିଛନ୍ତି ବିଗ୍ ବି । ଆସନ୍ତା ଏପ୍ରିଲ ୭ରେ ରିଲିଜ୍ ହେବ ଫିଲ୍ମ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/sarkar-3-movie.jpg)