କୋର୍ଟରେ ହାଜରେ ହେଲେ ସାରଥୀ ବାବା । ଚାର୍ଜଫ୍ରେମ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ ।

710

କନକ ବ୍ୟୁରୋ : କୋର୍ଟରେ ହାଜର ହେଲେ ସାରଥୀ ବାବା । ଏସସି, ଏସଟି ଅଦାଲତରେ ହାଜର ହୋଇଛନ୍ତି ସାରଥୀ । କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟରେ ଆଉ ୨ ଅଭିଯୁକ୍ତ ଅନୁପସ୍ଥିତ ରହିଥିଲେ । ଯେଉଁଥିପାଇଁ ଚାର୍ଜଫ୍ରେମ୍ ହୋଇପାରିନଥିବା ଜଣାପଡିଛି । ଆସନ୍ତା ୧୭ ତାରିଖରେ କୋର୍ଟରେ ଚାର୍ଜଫ୍ରେମ ଦାଖଲ କରିବ କ୍ରାଇମବ୍ରାଞ୍ଚ ।