କନକ ବ୍ୟୁରୋ : ପୁଣି ପ୍ରବଚନ ଦେଇପାରିବେ ସାରଥୀ । ପ୍ରବଚନ ଦେବାକୁ ହାଇକୋର୍ଟ ଦେଲେ ଅନୁମତି । ପ୍ରବଚନ ସହ ସତସଙ୍ଗ କରିପାରିବେ ସାରଥୀ । ତେବେ ସତସଙ୍ଗ ବେଳେ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ ହେବ ।

Advertisment

ତେବେ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ କରିପାରିବେ ସାରଥୀ । ଜେଲରୁ ବାହାରିବା ପରେ ସତସଙ୍ଗ ଓ ପ୍ରବଚନ ଉପରେ ଲାଗିଥିଲା ରୋକ୍ । ଏନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ସାରଥୀ । ତେବେ ହାଇକୋର୍ଟ ଏ ମାମଲାରେ ଶୁଣାଣି କରି ପ୍ୱକ୍ଟ୍ରନ ଏବଂ ସତସଙ୍ଗ କରିବା ନେଇ ସାରଥୀଙ୍କୁ ଅନୁମତି ଦେଇଛନ୍ତି ।